#ଚୋରି_କେସର_ନିଜେ_ତଦନ୍ତ_କଲେ_ଅଭିଯୋଗକାରୀ
ବାଇକ୍ ଚୋରି ନେଇ ବାରମ୍ବାର ଅଭିଯୋଗ ପରେବି ଶୁଣିଲାନି ପୋଲିସ । ଶେଷରେ ନିଜେ ଅଭିଯୋଗକାରୀ ଘଟଣାର ଅନୁଧ୍ୟାନ କରି ଦୀର୍ଘ ମାସ ପରେ ଗାଡିକୁ ପାଇବା ସହ ଚୋରକୁ ପୋଲିସ୍ ଜିମା ଦେଇଛନ୍ତି ।
#Bhubaneswar #bikeloot #complain #police #thief #Odisha #ArgusNews